Para Sports Association of Odisha

Para Sports Association of Odisha Paralympic Odisha promotes sports for the physically challenged(Divyang).

🏊‍♂️🏆 ଓଡ଼ିଶା ରାଜ୍ୟ ପାରା ସନ୍ତରଣ ପ୍ରତିଯୋଗିତା ୨୦୨୬-୨୭📅 ୦୩–୦୪ ଅକ୍ଟୋବର ୨୦୨୬📍 କଳିଙ୍ଗ ଷ୍ଟାଡିୟମ୍, ଭୁବନେଶ୍ୱର🎯 ପାରା କ୍ରୀଡ଼ାବିତ୍‌ଙ୍...
30/09/2026

🏊‍♂️🏆 ଓଡ଼ିଶା ରାଜ୍ୟ ପାରା ସନ୍ତରଣ ପ୍ରତିଯୋଗିତା ୨୦୨୬-୨୭

📅 ୦୩–୦୪ ଅକ୍ଟୋବର ୨୦୨୬
📍 କଳିଙ୍ଗ ଷ୍ଟାଡିୟମ୍, ଭୁବନେଶ୍ୱର

🎯 ପାରା କ୍ରୀଡ଼ାବିତ୍‌ଙ୍କ ପ୍ରତିଭା ଚିହ୍ନଟ ଓ କ୍ରୀଡ଼ା ଦକ୍ଷତା ବିକାଶ ସହିତ, ଏହି ପ୍ରତିଯୋଗିତାରୁ ଚୟନିତ କ୍ରୀଡ଼ାବିତ୍‌ମାନଙ୍କୁ ୨୬ତମ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତା ୨୦୨୬ ପାଇଁ ଓଡ଼ିଶା ଦଳରେ ଚୟନ କରାଯିବ।

📞 ଅଧିକ ସୂଚନା: ଦେବାମୃତ ସାହୁ, ପ୍ରତିଯୋଗିତା ପରିଚାଳକ,📱 ୯୦୯୦୮୭୯୧୮୭

🏊‍♀️ ସନ୍ତରଣରେ ପ୍ରତିଭା, ପାରା କ୍ରୀଡ଼ାରେ ନୂଆ ଆଶା! 💪




Department of Sports and Youth Services, Government of Odisha
Paralympic Committee of India
Suryabanshi Suraj
@

🏐 Odisha Para Volleyball Makes Its Mark! 💪🇮🇳At the 3rd National Federation Cup Para Volleyball Championship 2026 in Erod...
29/09/2026

🏐 Odisha Para Volleyball Makes Its Mark! 💪🇮🇳

At the 3rd National Federation Cup Para Volleyball Championship 2026 in Erode, Tamil Nadu, Odisha competed for the first time and showed great fighting spirit. Odisha lost 1–3 to Karnataka and Andhra Pradesh, while defeating Gujarat 3–0. 🎉 Odisha finished 3rd in the group stage and narrowly missed the semi-finals.

Congratulations to coaches Jitendra Kumar Behera, Ratnakar Patra and Sukumar Sahu for their dedication and hard work!

Thank you to the entire supporting team for your valuable support. Stronger comeback ahead! 💪🏐



Department of Sports and Youth Services, Government of Odisha
Paralympic Committee of India

22/09/2026

🏐 ପାରା ଭଲିବଲ୍ ଖେଳାଳି ନିହାର ନାୟକ କହିଛନ୍ତି: ଓଡ଼ିଶା ପ୍ରଥମ ଥର ପାଇଁ ଜାତୀୟ ଫେଡେରେସନ୍ କପ୍ ଅଂଶଗ୍ରହଣ କରିବାକୁ ଯାଉଛି। ଏଥିପାଇଁ ଆମ ପାଇଁ ପ୍ରଶିକ୍ଷଣ ଶିବିର ସହ ଉତ୍ତମ ଖାଦ୍ୟ ଓ ରହିବାର ସୁବିଧା ଯୋଗାଇ ଦିଆଯାଉଛି।

ଏହି ସୁନ୍ଦର ପଦକ୍ଷେପ ଓ ସହଯୋଗ ପାଇଁ Coaches, Department of Sports and Youth Services, Government of Odisha and Para Sports Association of Odisha ହୃଦୟରୁ ଧନ୍ୟବାଦ। 🙏🏐




Paralympic Committee of India
Pramod Bhagat

19/09/2026

🏐 ପାରା ଭଲିବଲ୍ ଖେଳାଳି ରୁଦ୍ରନାରାୟଣ ସାହୁ କହିଛନ୍ତି : ଓଡ଼ିଶାରେ ପ୍ରଥମ ଥର ପାଇଁ ପାରା ଭଲିବଲ୍ ଖେଳାଳିଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଏଠାରେ ଆମକୁ ଉତ୍ତମ ପ୍ରଶିକ୍ଷଣ ସହ ସୁନ୍ଦର ଖାଇବା ଓ ରହିବାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି।

ଏହି ସୁନ୍ଦର ପଦକ୍ଷେପ ଓ ସହଯୋଗ ପାଇଁ Department of Sports and Youth Services, Government of Odisha ଙ୍କୁ ସମସ୍ତ ପାରା ଭଲିବଲ୍ ଖେଳାଳିଙ୍କ ପକ୍ଷରୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ।” 🙏🏐




Pramod Bhagat
Suryabanshi Suraj
Paralympic Committee of India
Sports Authority of India
Para Sports Association of Odisha
CMO Odisha

16/09/2026

ଆମର ପାରା ଭଲିବଲ୍ ଖେଳାଳି ରଶ୍ମୀ ରଞ୍ଜନ ମଲିକ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଖାଦ୍ୟ ବ୍ୟବସ୍ଥା ଓ ରହିବା ବ୍ୟବସ୍ଥା ପାଇଁ ଆଭାର ପ୍ରକାଶ କରିଛନ୍ତି।

ସେ କୋଚିଂ କ୍ୟାମ୍ପରେ କୋଚ୍‌ମାନଙ୍କର ସହଯୋଗ, ମାର୍ଗଦର୍ଶନ ଏବଂ ସିନିଅର ଖେଳାଳିମାନଙ୍କ ସହିତ ଉତ୍ତମ ସମନ୍ୱୟ ବିଷୟରେ ନିଜର ଅନୁଭବ ସେୟାର କରିଛନ୍ତି। 🏐👏

ପ୍ରଶିକ୍ଷଣ, ସହଯୋଗ ଓ ଏକତା — ସଫଳତାର ପଥକୁ ଆହୁରି ମଜବୁତ କରେ। 💪🏐




Department of Sports and Youth Services, Government of Odisha
Paralympic Committee of India
Suryabanshi Suraj

15/09/2026

🏐💪 ଆଜିର ପରିଶ୍ରମ, ଆସନ୍ତାକାଲିର ସଫଳତା!

ଆମର ଯୁବ ପାରା ଭଲିବଲ୍ ଖେଳାଳି ତପନ ବେହେରା ନିଷ୍ଠାର ସହିତ ପ୍ରଶିକ୍ଷଣ ଓ ଅଭ୍ୟାସ ଜାରି ରଖିଛନ୍ତି। 🏐🔥

ଲକ୍ଷ୍ୟ—ନିଜକୁ ଆହୁରି ଶ୍ରେଷ୍ଠ କରି ଓଡ଼ିଶା ପାଇଁ ଗୌରବ ଆଣିବା। 🏆




Department of Sports and Youth Services, Government of Odisha
Paralympic Committee of India
Suryabanshi Suraj

14/09/2026

🏐ପାରା ଭଲିବଲ୍ — ଅଟୁଟ ଉତ୍ସାହ, ଅସୀମ ଅନୁଭବ! 💪

ନାୟପଲ୍ଲୀ, ଭୁବନେଶ୍ୱରସ୍ଥିତ ଇଣ୍ଡୋର ହଲ୍‌ରେ ଚାଲିଛି ଜୋରଦାର ପାରା ଭଲିବଲ୍ ପ୍ରଶିକ୍ଷଣ ଶିବିର। 🏐🔥

ଆମ ଖେଳାଳି ଭେଷଜ ନାୟକ ୨୦୦୭ ମସିହାରେ ଜାତୀୟ ସ୍ତରରେ ଅଂଶଗ୍ରହଣ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଚୟନରୁ ଆରମ୍ଭ ହୋଇଥିବା ତାଙ୍କର ଏହି ଯାତ୍ରା ୧୯ ବର୍ଷ ପରେ ମଧ୍ୟ ସେହି ଉତ୍ସାହ ଓ ଜୋଶ୍ ସହିତ ଅବିରତ ଚାଲିଛି।

ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି କୋଚ୍ ଜିତେନ୍ଦ୍ର ବେହେରା, ରତ୍ନାକର ପାତ୍ର ଓ ସୁକୁମାର ସାହୁ। 💪🏐




Department of Sports and Youth Services, Government of Odisha
Suryabanshi Suraj
Paralympic Committee of India
Sports Authority of India

🏸🇮🇳 𝗢𝗗𝗜𝗦𝗛𝗔’𝗦 𝗣𝗥𝗜𝗗𝗘 𝗦𝗛𝗜𝗡𝗘𝗦 𝗜𝗡 𝗝𝗔𝗣𝗔𝗡! 🇮🇳🏸🌟 Pramod Bhagat – 🥇 Gold | Singles SL3 and🥈 Silver | Doubles SL3-SU5 with partner...
13/09/2026

🏸🇮🇳 𝗢𝗗𝗜𝗦𝗛𝗔’𝗦 𝗣𝗥𝗜𝗗𝗘 𝗦𝗛𝗜𝗡𝗘𝗦 𝗜𝗡 𝗝𝗔𝗣𝗔𝗡! 🇮🇳🏸

🌟 Pramod Bhagat – 🥇 Gold | Singles SL3 and🥈 Silver | Doubles SL3-SU5 with partner Sukant Kadam
🥉 Deep Ranjan Bisoyee & Kuldeep Mahakul – Doubles SL3-SU5

👏 Three medals. One proud nation. And Odisha shining on the international stage!

Congratulations to our Odisha para-badminton stars for making the state proud at the Japan Para Badminton International 2026. 🇮🇳🏆




Department of Sports and Youth Services, Government of Odisha
Suryabanshi Suraj
Department of Sports, MYAS, Government of India
Sports Authority of India
Paralympic Committee of India

Address

Bhubaneswar
751006

Alerts

Be the first to know and let us send you an email when Para Sports Association of Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Para Sports Association of Odisha:

Shortcuts

Share