darpanofodisha

darpanofodisha

Share

​ନୂତନ ସମ୍ଭାବନାର ଏକ ନୂଆ ଆରମ୍ଭ

18/07/2026

Geeta Institute of information technology & charitable trustBCE educationNios BhubaneswarMukesh BeheraSony Smita Moharana Sona

22/06/2026
Photos from darpanofodisha's post 21/06/2026

International Yoga day celebration time

Geeta Institute of information technology & charitable trustBCE educationMY Dreams visionMera Yuva Bharat - MY BharatMukesh BeheraSony Smita Moharana Sona

Photos from darpanofodisha's post 02/04/2026

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସ୍ଥିତ ଭାପୁର ପଞ୍ଚାୟତରେ ଦର୍ପଣ ଅଫ ଓଡିଶା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳନ ଅବସରରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଥିଲା l
ଏହି ମହିଳା ସମାବେଶରେ ମହିଳା ମାନଙ୍କ ସଶକ୍ତିକରଣ ନିମନ୍ତେ ଭାରତ ସରକାର ଙ୍କ ବିଭିନ୍ନ ଯୋଜନାର ବିଭାଗ MSME,CTTC ,DIC,CIPET, ଏବଂ ବ୍ଲକ୍ ର ସୁଭଦ୍ରା ବିଭାଗ ଭଳି ବିଭିନ୍ନ ପଦାଧିକାରୀ ଯୋଗଦେଇ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ମା ମାନେ କିଭଳି ସ୍ବାବଲମ୍ବୀ ହୋଇପାରିବେ ଅବଗତ କରାଇଥିଲେ ||

darpanofodishaManoj SahooMSME Department, Government of OdishaBCE educationGeeta Institute of information technology & charitable trustDepartment of Information and Communications Technology - DICT

Want your business to be the top-listed Gym/sports Facility?

Website

Address

Banamalipur
Banamalipur
752103